Posts

ଆଇନ

  ଜୁଲାଇ ପହିଲାରୁ ବ୍ରିଟିସ ଆଇନ ହଟିବ - https://www.facebook.com/ viswasambadkendraodisha/posts/ pfbid02xdYoEj2DmcWDkZRyHuu7UZC WPFA5s9mGzfrnVUFJfX3YqqGi851nv eiiC5ENfS2tl

ସିଏଏ(CAA)

Image
ସିଏଏ- CAA ------------------ 14-3-2024 CAA ପ୍ରସଙ୍ଗ : କେନ୍ଦ୍ର ଜାରି କରିବ ହେଲ୍ପଲାଇନ -CAA issue: Center to issue helpline CAA, NRC ଲାଗୁ କରାଇ ଦେବୁନୁ : ମମତା -Will not implement CAA, NRC: Mamata ମୁଁ କାହାକୁ ଶରଣାର୍ଥୀ ହେବାକୁ ଦେବି ନାହିଁ : ମମତା -I will not allow anyone to become a refugee: Mamata ଜାତିସଙ୍ଘର ସମାଲୋଚନା , କେରଳ ଯିବ ସର୍ବୋଚ୍ଚ ନ୍ୟାୟାଳୟ - Criticism of UN, Supreme Court to go to Kerala ----------------------------- 13-3-2024 ସିଏଏ ପ୍ରଣୟନ ଦେଶର ସୁରକ୍ଷା ସୁଦୃଢ ହେବ  ଦ ଦେଶବ୍ୟାପୀ   ସିଏଏ   ଲାଗୁ      CAA implementation nationwide ଅଣ   ମୁସଲିମ   ଶରଣାର୍ଥୀଙ୍କୁ   ନାଗରିକତ୍ବ   Citizenship to non-Muslim refugees ସିଏ   ଘଟଣା   କ୍ରମ    CAA Event Series ସିଏଏ   ଭେଦଭାବ   ପୂର୍ଣ୍ଣ   The CAA is full of discrimination https://sarakaranka-saphalata-biphalata.blogspot.com/2024/03/caa.html ସିଏଏ   ଘଟଣାକ୍ରମ   CAA Event Series https://www.facebook.com/viswasambadkendraodisha/posts/pfbid0kgn3cwTgF6LJ77B6pJH6S9qg9z...

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର-ନାମ ପରିବର୍ତ୍ତନ

  ବଦଳିଲା ଅଯୋଧ୍ୟା ଷ୍ଟେସନର ନାଁ, ଏବେ ହେଲା ‘ଅଯୋଧ୍ୟା ଧାମ’ 28-12-2023 ନୂଆଦିଲ୍ଲୀ: ଡିସେମ୍ବର ୩୦ରେ ଅଯୋଧ୍ୟାରେ ହେବାକୁ ଥିବା ରେଲୱେ ଷ୍ଟେସନ ଏବଂ ଏୟାରପୋର୍ଟର ଉଦ୍‌ଘାଟନ ପୂର୍ବରୁ ରେଳବାଇ ଅଯୋଧ୍ୟା ଜଙ୍କସନର ନାମ ପରିବର୍ତ୍ତନ କରିଛି । ଏଣିକି ଏହି ରେଲୱେ ଷ୍ଟେସନ ଏବେ ‘‘ଅଯୋଧ୍ୟା ଧାମ’’ ନାମରେ ଜଣାଯିବ । ବିଜେପି ସାଂସଦ ଲଲ୍ଲୁ ସିଂହ ବୁଧବାର ଏକ୍ସ ରେ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି । ଏହି ନାମ ପରିବର୍ତ୍ତନ ପାଇଁ ଉତ୍ତର ପ୍ରଦେଶ ସରକାର ଭାରତୀୟ ରେଳବାଇକୁ ଏକ ପ୍ରପୋଜାଲ ଦେଇଥିଲେ । ଯାହାକୁ ସ୍ୱୀକାର କରାଯାଇଛି । ଉଲ୍ଲେଖଯୋଗ୍ୟ, ଅଯୋଧ୍ୟାରେ ଆସନ୍ତା ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ । ଯେଉଁଥିରେ ପିଏମ ମୋଦୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏହା ପର୍ବରୁ ଡିସେମ୍ବର ୩୦ରେରେ ପିଏମ ଅଯୋଧ୍ୟାରେ ଏହି ନୂଆ ଏୟାରପୋର୍ଟରେ ଏବଂ ନବନିର୍ମିତ ରେଲୱେ ଷ୍ଟେସନର ଉଦ୍‌ଘାଟନ ମଧ୍ୟ କରିବେ ।

ଭାରତ ସରକାରଙ୍କ ତରଫରୁ ମନ୍ତବ୍ୟ- ବିଦେଶ ବିଭାଗ-ବୈଦେଶୀକ ମନ୍ତ୍ରୀ

 ଉଗ୍ରବାଦୀଙ୍କୁ ସ୍ଥାନ ଦିଆନଯାଉ: ଜୟଶଙ୍କର  24-12-2023 ନୂଆଦିଲ୍ଲୀ, ୨୩ ।୧୨  ଉଗ୍ରବାଦୀଙ୍କୁ ସ୍ଥାନ ଦେବା ଉଚିତ ନୁହେଁ । ଆମେରିକାରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ପ୍ରସଙ୍ଗରେ ଏକଥା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଆମେ ଏ ବିଷୟରେ ଅବଗତ ଅଛୁୟ ଭାରତ ବାହାରେ ବିଚ୍ଛିତ୍ତତାବାଦୀ ଶକ୍ତି ଏବଂ ଉଗ୍ରବାଦୀଙ୍କୁ ସ୍ଥାନ ଦେବା ଉଚିô ନୁହେଁ । ଆମର ଦୂତାବାସ ସେଠାରେ ସରକାର ଏବଂ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଏବଂ ତଦନ୍ତ ଚାଲିଛି । ନ୍ୟୁଜ୍ ଏଜେନ୍ସି ଇଘଓ ଅନୁଯାୟୀ, ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋରେ ୱାଶିଂଟନ୍ ଡିସି ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା କାଲିଫର୍ଣ୍ଣିଆର ନ୍ୟୁୟର୍କ ସହରରେ ଏହି ଘଟଣା ଘଟିଥିବାର ଦେଖାଯାଇଥିଲା । ମନ୍ଦିର କ୍ୟାରେ ଭାରତ ବିରୋଧୀ ସ୍ଲୋଗାନ ଲେଖାଯାଇଛି । ସେୟାର ହୋଇଥିବା ଫଟୋରେ ସ୍‌୍ୱାମୀନାରାୟଣ ମନ୍ଦିରର କ୍ୟାରେ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ବାଣିଜ୍ୟିକ ଦୂତାବାସ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, କାଲିଫର୍ଣ୍ଣିଆର ନ୍ୟୁୟର୍କର ସ୍‌୍ୱାମୀନାରାୟଣ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ଆମେ ଦୃଢ ନିନ୍ଦା କରୁଛୁ । ଏହି ଘଟଣା ଭାରତୀୟ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି ।

ରାଜସ୍ଥାନର ବିଜେପି ସରକାରଙ୍କ ପ୍ରତିଶୃତି ପୂରଣ

 ରାଜସ୍ଥାନରେ ୪୫୦ ଟଙ୍କାରେ ଏବେ ମିଳିବ ଗ୍ୟାସ୍ ସିଲିଣ୍ଡର 24-12-2023 ଜୟପୁର : ରାଜସ୍ଥାନର ଉଜ୍ୱଳା ଯୋଜନାର ହିତାଧିକାରୀମାନେ ଖୁବ ଶୀଘ୍ର ଘରୋଇ ଗ୍ୟାସ ସିଲିଣ୍ଡର ୪୫୦ ଟଙ୍କା ପାଇବେ । ନିକଟରେ ରାଜ୍ୟସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ବିଭାଗର ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ୪୫୦ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ରହିଛି କି ବୋଲି ପ୍ରଶ୍ନ କରିଛନ୍ତି । ଏଭଳି ଉତ୍ତର ପରେ ଭାଜପା ନିଜର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ କି ନାହିଁ ସେନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ରାଜ୍ୟ ସରକାର ଏହି ସନ୍ଦେହ ଦୂର କରି କହିଛନ୍ତି ଭାଜପା ସରକାରନିର୍ବାଚନୀ ଇସ୍ତାହାରର ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଭଜନଲାଲଶର୍ମା ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଜ୍ୱଳା ଯୋଜନାରହିତାଧିକାରୀଙ୍କୁ କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡର ୬୦୦ଟଙ୍କାରେ ଦେଉଛନ୍ତି । ଏହଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ରସରକାର ଏହାଠାରୁ ଅଧିକ ରିହାତିଦେବେ ନାହିଁ । ରାଜସ୍ଥାନରେଭାଜପା ଦେଇଥିବା ପ୍ରତିଶ୍ରୁତି ପୂରଣକରିବା ପାଇଁ ଭଜନ ଲାଲସରକାରଙ୍କୁ ନିଜ ପକେଟରୁ ୧୫୦ଟଙ୍କା ଦେବାକୁ ପଡିବ । ରାଜ୍ୟରପ୍ରାୟ ୭୦ ଲକ୍ଷ ପରିବାର ଉଜ୍ୱଳାଯୋଜନା ସହିତ ସଂଯୁକ୍ତ ...